ନୀଳାଚଳ ଧାମ ଯାଇ ମୁଁ ପାରୁନି...
Lyrics In Odia
ନୀଳାଚଳ ଧାମ ଯାଇ ମୁଁ ପାରୁନି
ଏଇଠି କରୁଛି ଦଣ୍ଡବତ
ହେ ଜଗନ୍ନାଥ ହେ ଜଗନ୍ନାଥ
ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି
ଏଇଠି ତୋଳିଛି ବାଲିରଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ଜୀବନର ବାଟ ଭାରି ଅଙ୍କା ବଙ୍କା
ବିଚରା ବାଟୋଇ ଛାତିରେ ଛନକା
ମୁଁ ସେଇ ବାଟୋଇ ଭାରି ଏକା ଏକା
ପାଦେ ପାଦେ ଆଜି ଦଉଛି ପରୀକ୍ଷା
ଏଇଠି ଥାଇ ମୁଁ ଯାଚୁଛି ନଡିଆ
ବଢ଼େଇ ନିୟ ହେ ତୁମ ହାତ
ହେ ଜଗନ୍ନାଥ ହେ ଜଗନ୍ନାଥ
ଭାରି ଛନ୍ଦା ଛନ୍ଦି ପାପୁଲିରେ ରେଖା
ଘଟୁଛି ଘଟିବ ଯାହା ଅଛି ଲେଖା
କୋଉ ଦିନ ପ୍ରଭୁ ହବ ତୁମ ଦେଖା
ସେ ଦିନ ସେ ଯାଏ କରିଛି ଅପେକ୍ଷା
ଜୀବ ଜିବା ଜାଏ ତୁମ କୃପା ଥାଉ
ମାଗୁନି ସ୍ୱର୍ଗ ପାରିଜାତ
ହେ ଜଗନ୍ନାଥ ହେ ଜଗନ୍ନାଥ
Lyrics In English
Nilachala Dhama Jai Mun Paruni
Eithi Karuchhi Dandabata
He Jagannatha He Jagannatha
Jibanara Bata Bhari Anka Banka
Bichara Batoyi Chhatire Chhanaka
Mun Sai Batoi Bhari Eka Eka
Pade Pade Aaji Douchhi Pariksha
Eithi Thai Mun Jachuchhi Nadia
Badhei Niya He Tuma Hata
He Jagannatha He Jagannatha
Bhari Chhanda Chhandi Papulire Rekha
Ghatuchhi Ghatiba Jaha Achhi Lekha
Kou Dina Prabhu Haba Tuma Dekha
Se Dina Se Jaye Karichi Apeksha
Jiba Jiba Jaye Tuma Krupa Thau
Maguni Swarga Parijaata
He Jagannatha He Jagannatha